![tamil christian songs lyrics](https://www.worldtamilchristians.com/wp-content/uploads/2023/11/tamil-christian-songs-lyrics-150x150.png)
ମନ ଚିନ୍ତା କି ପାଇଁ – Mana Chinta Ki Pain Lyrics
ମନ ଚିନ୍ତା କି ପାଇଁ – Mana Chinta Ki Pain Lyrics
ମନ ଚିନ୍ତା କି ପାଇଁ
ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ
ଯେ ମୋତେ କରିଲେ ସୃଷ୍ଟି, ରଖିଛନ୍ତି ଦୟା ଦୃଷ୍ଟି
ଦିବା ନିଶି ମୋର ପ୍ରତି ଜାଣଇ ମୁହିଁ। ୧
ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ
ମନ ଚିନ୍ତା କି ପାଇଁ……
ଜନ୍ମକାଳୁ ଏପର୍ଯ୍ୟନ୍ତ ଯାହାଙ୍କ ଦ୍ଵାରା ରକ୍ଷିତ
ଭବିଷ୍ୟତେ ସେ ନିତାନ୍ତ ଭୁଲିବେ ନାହିଁ। ୨
ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ
ମନ ଚିନ୍ତା କି ପାଇଁ……
ସର୍ବ ଚିନ୍ତା ପରିହରି ପ୍ରଭୁରେ ନିର୍ଭର କରି,
ସେବିବି ପଦ ତାଙ୍କରି ନିଶ୍ଚିତ ହୋଇ। ୩
ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ
ମନ ଚିନ୍ତା କି ପାଇଁ.