ପ୍ରାର୍ଥନା ଶୁଣ – Prarthana suna

Deal Score+1
Deal Score+1

ପ୍ରାର୍ଥନା ଶୁଣ – Prarthana suna

।। ଗୀତ।।

ପ୍ରାର୍ଥନା ଶୁଣ ମୋର ପ୍ରଭୁ,ପ୍ରାର୍ଥନା ଶୁଣ (୨ଥର)
ମୁଁ ଯେ ଦୀନହୀନ କରେ ନିବେଦନ (୨ଥର)
ଲୋତକ ମୋର କର ଗ୍ରହଣ (୨ଥର)
ପ୍ରାର୍ଥନା ଶୁଣ ମୋର ପ୍ରଭୁ ପ୍ରାର୍ଥନା ଶୁଣ…….(।
(୧) କିଏ ଅଛି ଏ ଜଗତରେ
ମୋ ପ୍ରାର୍ଥନା ଶୁଣିବାକୁ
କେହି ନାହିଁ ତୁମ ବିନା ଯୀଶୁ,
ଦୁଃଖ ମୋର ଜାଣିବାକୁ…….(୨ଥର)
ଏଣୁ ତୁମ ପଦେ ନେଲି ମୁ ଶରଣ……(୨ଥର)
ଲୋତକ ମୋର କର ଗ୍ରହଣ …..(୨ଥର)
ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ……(୨ଥର)

(୨) ତୁମେ ଯେବେ ସାହା ହେବ ନାହିଁ,
ଯିବି ମୁଁ କାହା ପାଖକୁ
ମୋ ହୃଦ ବେଦନା ଜଣାଇବି,
ଯୀଶୁ ମୁଁ ଆଉ କାହାକୁ….(୨ଥର)
ଏଣୁ ତୁମ ପାଶେ ହେଲି ସମର୍ପଣ…..(୨ଥର)
ଲୋତକ ମୋର କର ଗ୍ରହଣ……(୨ଥର)
ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ…..
ପ୍ରାର୍ଥନା ଶୁଣ ମୋର ଯୀଶୁ ,ପ୍ରାର୍ଥନା ଶୁଣ…
ପ୍ରାର୍ଥନା ଶୁଣ………..
ପ୍ରାର୍ଥନା ଶୁଣ………..

(ସମାପ୍ତ)

Disclaimer: "The lyrics are the property and copyright of their original owners. The lyrics provided here are for personal and educational purposes only."

      Welcome to Christianmedias’ Tamil Christian Song Lyrics. Here, you will find lyrics for many of your favorite songs from today’s top contemporary Christian music artists. Our collection includes Gospel music lyrics, contemporary Christian music lyrics, and black Gospel song lyrics.

      Tamil Christians Songs Lyrics

      Tamil Christian music inspires and comforts believers globally, blending biblical truths with beautiful melodies and meaningful lyrics. world Tamil christians explores the collections of Tamil Christian song lyrics, Daily Bible verse and worship songs lyrics,new year songs,christmas songs & more.

      Follow Us!

      christian medias ios app
      error: Download our Apps and copy the Lyrics ! Thanks
      WorldTamilchristians-The Collections of Tamil Christians songs Lyrics
      Logo